ଅମ୍ରୃତ ସ୍ରୋତ.....
ଭଲ ଅବା ମନ୍ଦ ଶିଖାଏ ଜୀବନ ହେଲେ କାହା ସହ ବନ୍ଧୁତା। ଜୀବନ ଏକ ଚଲାପଥ ଜୀବନ ଦିଏ ସୁଖ-ଦୁଖର ବାରତା। ଉଚ୍ଚ ନୀଚ୍ଚ ବିଚାର ଦୁନିଆ କରେ ପରିଣାମ ଟି ଫଳ। ଫଳ ପାଇଁ ଜୀବନକୁ କିଏ ମଣନ୍ତି ଜଟିଳ ତ କିଏ ମଣନ୍ତି ସରଳ। ଚଲାପଥ ହେଲେ କୁସୁମିତ ଜୀବନ ହୁଏ ସରସ ସୁନ୍ଦର । ଜୀବନ ଏକ ଅମ୍ରୃତ ସ୍ରୋତ ମନ ଟି ଅଟେ ମନ୍ଦିର।
Ad
Poetry Books 50% Off
Bestselling collections from top poets
Shop Now →
