🙏🏻ମୋ ଓଡିଶା🙏🏻
ଓଡିଶା ମାଟିରେ ଜନମ ମୋହର ଓଡ଼ିଆ ମୋ ପରିଚୟ ... ଓଡ଼ିଶା ମାଟିରେ ଜନମ ମୋହର ଓଡ଼ିଆ ମୋ ପରିଚୟ ... ମୋ ଭାଷା ଓଡ଼ିଆ,ବିଭାଗ ଓଡ଼ିଆ ଆଦର ମୁଁ କରେ ତାର । ଓଡ଼ିଶାର ଏହି କଳା ସଂସ୍କୃତି ନାହିଁ ବିଶ୍ୱେ ଅଦ୍ୱିତୀୟ ... ଜନମ ଲଭି ମୁଁ ଧନ୍ୟ ମଣୁଅଛି, ଓଡ଼ିଶା ମୋର ରାଇଜ । ବିଶ୍ବରେ ଯେଉଁ ଚତୁର୍ଦ୍ଧାମ ଅଛି ସେ ମଧ୍ୟରୁ ଗୋଟେ ଜାଣ... ଓଡ଼ିଶା ରାଇଜେ ପୁରୀ ଜିଲ୍ଲା ଠାରେ ତା ନାମ ଶ୍ରୀକ୍ଷେତ୍ର ଧାମ । ଗରିମା ମୟ ମୋ ଜାତି ଇତିହାସ ବୀରତ୍ୱର ଗାଥା ଗାଏ... ସଂସ୍କୃତି ମହାନ୍ ପରମ୍ପରା ତାର ଜୀବନର କଥା କୁହେ । ସଂସ୍କୃତି ମହାନ୍ ପରମ୍ପରା ତାର ଜୀବନର କଥା କୁହେ.... ଜୀବନର କଥା କୁହେ ।
Ad
Poetry Books 50% Off
Bestselling collections from top poets
Shop Now →
