ମୋ କଲମ
ମୋ କଲମ ଦେଖିବାକୁ ଛୋଟ, କାମରେ କେତେ ବଡ଼। ଯାହା ନ କରଇ ବଡ଼ ଅସ୍ତ୍ର ଶସ୍ତ୍ର , ତାହା କରଇ ମୋ କଲମ। ମୋ କଲମ ବହୁ ପ୍ରକାର, ଏହା ଦେଖି ସବେ ହୁଅନ୍ତି ଆନନ୍ଦ। ଭାବନା କୁ କେତେ ସୁନ୍ଦରେ ପରିପ୍ରକାଶ କରେ, ମୋ କଲମ ସମସ୍ତଙ୍କ ମନକୁ ମିଶାଇ ଦିଏ। ମୋ କଲମ ଭାବେ ନାଇ ଧନୀ ଗରିବ, ସମସ୍ତ କୁ କହେ ଖୁସି ରେ ମୋତେ ଧରିବ। ମୋ କଲମ ,କେତେ ସୁନ୍ଦର, ମୋ କଲମ ,କେତେ ଗର୍ବିତ।
Ad
Poetry Books 50% Off
Bestselling collections from top poets
Shop Now →
