କଷ୍ଟ କଣ... ?
କଷ୍ଟ କଣ ତାକୁ ପଚାର .. 🥹❤️🔥 ଯାହା ପାଖରେ ସବୁ ଥାଇକି ବି ସେ ବେସାହାରା ପରି ଅନୁଭବ କରିଛି ।। କଷ୍ଟ କଣ ତାକୁ ପଚାର .. 🥹❤️🔥 ଯିଏ ନିଜର ଦୁଃଖ କାହାକୁ ଜଣେଇବାକୁ ଦିଏ ନାହିଁ ।। କଷ୍ଟ କଣ ତାକୁ ପଚାର .. 🥹❤️🔥 ଯିଏ ନିଜ ପରିବାରରେ ଥାଇ ମଧ୍ୟ ଶାନ୍ତି ଏବଂ ଖୁସି ଖୋଜି ପାଇନାହିଁ ।। କଷ୍ଟ କଣ ତାକୁ ପଚାର .. 🥹❤️🔥 ଯିଏ ସମ୍ପର୍କର ମୂଲ୍ୟ ବୁଝିଛି ତାଠାରୁ ସବୁ ସମ୍ପର୍କ ଦୂରେଇ ଯାଇଛି ।। କଷ୍ଟ କଣ ତାକୁ ପଚାର .. 🥹❤️🔥 ଯିଏ ନିଜଠାରୁ ଅଧିକ ଭଲ ପାଉଥିବା ମଣିଷଙ୍କ ଠାରୁ ଧୋକା ଖାଇଛି ।। କଷ୍ଟ କଣ ତାକୁ ପଚାର .. 🥹❤️🔥 ଯିଏ ଲୁହର ମୂଲ୍ୟ ଜଣିକି ବି ପ୍ରତ୍ୟେକଟି ମୂହୁର୍ତ୍ତରେ କାନ୍ଦିଛି ।। କଷ୍ଟ କଣ ତୁମକୁ ପଚାରୁଛି........? ---
Ad
Poetry Books 50% Off
Bestselling collections from top poets
Shop Now →
