ଦେବତା ସମାନ
ଯିଏ ଭୋକ ରେ ଥାଇ ମଧ୍ୟ ସନ୍ତାନ ର ପେଟକୁ ଚିହ୍ନନ୍ତି ଛଳଛଳ ଆଖିରୁ ଲୁହ ସେ ପୋଛନ୍ତି କାନ୍ଧ ରେ ବସାଇ ସାରା ଦୁନିଆ ବୁଲାନ୍ତି ପୁଣି କଷ୍ଟ ହେଉଥିଲେ ବି ମିଛରେ ହସନ୍ତି । ସଭାରେ ଯେ ସାଥିରେ ଥାଆନ୍ତି ଗାଳି ଦେଇ ପୁଣି ନିଜେ ସେ କାନ୍ଦନ୍ତି ସବୁ ପରବରେ, ସବୁ ସମୟରେ ସଠିକ୍ ରାସ୍ତାର, ବାଟ ଯେ ଦେଖାନ୍ତି ସେ ଆମ ପ୍ରିୟ ବାପା ଯେ ଅଟନ୍ତି ।।
Ad
Poetry Books 50% Off
Bestselling collections from top poets
Shop Now →
