ଭଗବାନ ଅଛନ୍ତି।
ଯେଉଁଠି ବିଶ୍ୱାସ ଅଛି, ସେଠି ଭଲପାଇବା ଅଛି; ଯେଉଁଠି ଭଲପାଇବା ଅଛି, ସେଠି ଶାନ୍ତି ଅଛି; ଯେଉଁଠି ଶାନ୍ତି ଅଛି, ସେଠି ସତ୍ୟ ଅଛି; ଯେଉଁଠି ସତ୍ୟ ଅଛି, ସେଠି ଭଗବାନ ଅଛନ୍ତି; ଯେଉଁଠି ଭଗବାନ ଅଛନ୍ତି, ସେଠି ଆନନ୍ଦ ଅଛି।‼️⭕‼️❤️🩹🙏
Ad
Poetry Books 50% Off
Bestselling collections from top poets
Shop Now →
