ଶୀର୍ଷକ: ପାଗର ଦ୍ୱନ୍ଦ 🌧
ଏ ପାଗକୁ ମଣିଷ Raincoat ପିନ୍ଧିବ ନା🤔 Wintercoat ପିନ୍ଧିବ, ନିଜେ ଦ୍ୱନ୍ଦରେ ପଡ଼ିଗଲାଣି ।। ଇଚ୍ଛା ହେଉନି ଗାଧୋଇବାକୁ ନ ଗାଧୋଇଲେ ମାଆ , ଦେଉନି ଖାଇବାକୁ ।। 🧼 ଇଚ୍ଛା ହେଉଛି ଗରମ ଗରମ ଚା ☕️ ପିଇବାକୁ , ହେଲେ ଡର ଲାଗୁଛି ଏ ବର୍ଷାକୁ ।। 🌂 ମନେ ମନେ ଖାଲି ଭାବୁଛି , ଖରାକୁ ଖୋଜୁଛି , ପଢିବି ପଢିବି ଭାବୁଛି , ହେଲେ INSTAGRAM ଓ FACEBOOK ଆଡକୁ ,📱 ମନଟା ଖାଲି ଟାଣୁଛି ।। 🧠 Scroll କରୁ କରୁ ଦିନଟା ବିତିଯାଉଛି , 📅 ଏପଟେ ଛୁଟି ସରିଯିବ ବୋଲି ଦୁଃଖଟା ଲାଗୁଛି ।। 🙃 ହେଲେ କଣ କରିବି >>>>>> ପାଗଟା ଏପରି ହେଇଛି ? 🌦
Ad
Poetry Books 50% Off
Bestselling collections from top poets
Shop Now →
