ମିଛ ଆଶା
ଭଗବାନ ବିକା, କିଣିକି ନେବ, ତା ବଦଳେ କିଛି ଟଙ୍କା ଗଣିବ, ମଜା ମଜ଼ା କଥା କେତେ ଶୁଣିବ. ଭଗବାନଙ୍କୁ ଗଢିବା ଲୋକ ଓ ବିକିବା ଲୋକ ଅଶିକ୍ଷିତ, ଭଗବାନଙ୍କୁ କିଣିବା ଲୋକ ଗୁଡାକ ଭାରି ଶିକ୍ଷିତ, ଟଙ୍କା ଦେଇ ଲଷ୍ମୀ ଫୋଟ କିଣନ୍ତି, ସେହି ଫୋଟ କୁ ପୂଜା କରି ଟଙ୍କା ମାଗନ୍ତି, ଦୁଃଖ ଗୁଡାକ ତାକୁ କୁହନ୍ତି, କର୍ମ ନକରି ମାଗଣା ଟଙ୍କା ପାଇଵା ଆଶା ରଖନ୍ତି,
Ad
Poetry Books 50% Off
Bestselling collections from top poets
Shop Now →
