ଲୁହ
ଗତକାଲି ରାତ୍ରିର ଏକ ନୀରବ ଅବଶୋଷ କୁ ଚାପିଦେବାକୁ ,ଆଉ କିଛି ଅକୁହା ଅଭୁଲା ବେଦନା କୁ ଦୋହରାଇବାକୁ ନିଜ ଆଖିର ଅଜାଣତେ କୌଣସି ଏକ କଣ ରୁ ହଠାତ୍ ଦୁଇ ଟୋପା ପାଣି ଗଡି ଆସିଲା। ଏ ହାତ ସତେ କେଡ଼େ ନିଷ୍ଠୁର ସେହି ଦୁଇ ଟୋପା ପାଣି ଲୁହରେ ପରିଣତ ହେବା ଆଗରୁ ତାକୁ ପୋଛି ଦେଲା। ହଁ ହାତର ଥିବା କି ଭୁଲ୍ ,ହାତର ଜନ୍ମ ତ ଲୁହ ପୋଛିବାକୁ ଭୁଲ୍ ତ ଏଇ ମନର ଯିଏ କିଛି ଅଭୁଲା ସ୍ମୃତିକୁ ଲୁହର ଏକ ନୂଆ ରୂପ ଦେଇ ବାହାରକୁ ବାହାର କରି ଦେଲା ।
Ad
Poetry Books 50% Off
Bestselling collections from top poets
Shop Now →
