ଅହରହ ନିର୍ବିପକା ଜ୍ୱାଳାମୁଖୀ ପରି, ଅସଜଡା ଅଧୁରା ଜୀବନ ଝୁରଇ ତୁମକୁ, ସମୟର ବାଲି ତଳେ ଖୋଜିବୁଲେ ଖାଲି , କେଡେ କପଟୀ ତୁ , ନିଷ୍ଟୁର କ୍ରୂର ହୃଦୟ ସମୟ ତୁଇରେ !! *ପୂଜା*