କିନ୍ତୁ....
ତା ର ବ୍ୟବହାର ଥିଲା ପ୍ରେମିକା ପରି, କିନ୍ତୁ ସେ ସମ୍ପର୍କ ର ନା ଦେବା କୁ ଚାହିଁନି... ସେ କହୁ ଥିଲା ମୋତେ ପ୍ରେମ କରେ ବୋଲି, କିନ୍ତୁ କାହିଁ କେଜାଣି ନିଜଠୁ ଦୂରେଇ ରଖେ... ସକାଳ ର ସୂର୍ଯ୍ୟ ତ ମୋ ସହ ଦେଖିବାକୁ ଚାହୁଁଥିଲା, କିନ୍ତୁ ତା ର ସୁନ୍ଦର ସନ୍ଧ୍ୟା ଦେବା ପାଇଁ ଚାହିଁନି... ଆଉ ତା ସହ ମୁହୂର୍ତ୍ତ ତ ସୁନ୍ଦର ଥିଲା, କିନ୍ତୁ ସେ କାହାଣୀ ର ସୁନ୍ଦର ସମାପ୍ତି ଦେବା କୁ ଚାହିଁନି... ଏଇ ପ୍ରେମ ଭିତରେ ମଧ୍ୟ, "କିନ୍ତୁ" ବୋଲି ଶବ୍ଦ ଟେ ରହି ଥିଲା... ଆଉ ସେ ମୋ ପାଇଁ, ଦୂର ଆକାଶ ର ଜହ୍ନ ଥିଲା..... #❤️🩹
Ad
Poetry Books 50% Off
Bestselling collections from top poets
Shop Now →
