କଥାଟା ଦେହକୁ ନବନି
ଅନ୍ଧାର ଭିତରେ ଅଣ୍ଡାଳି ରହୁଥା ଧରି ତୁମ ଟିକି ଅସ୍ତ୍ର, ସେଥିରୁ ମିଳୁଛି ଛେନା ଗୁଡ଼ ସବୁ ବରବାଦିର ସେ କ୍ଷେତ୍ର। ସେଥିରୁ ବାହାରି ମୁଣ୍ଡ ଟା ଖେଳlଅ ଅଛି କେତେ ଭଲ କଥା ଚଞ୍ଚଳ ହରିଣୀ ମଧୁର ତରୁଣୀ କେହି ନୁହ ଏଠି ସୀତା। ମାୟାର ସଂସାରେ ମାୟା ବଗିଚାରେ ମାୟାବିନୀ ହାତ ଧରି ନିର୍ମlୟା ଟୋକା ତୁ ମାଡ଼ ଖାଇଯିବୁ ଟଙ୍କା ଦେବେ ତୋର ସାରି ହତlଶ ହେବୁରେ ହାତେ ତୋ ନ ଥିବ ମୁଖେ ଦେବ ପାଇଁ ଦାନା କାନ୍ଦୁଥିବୁ ବସି ତା କଥା ଭାବି ପାଖେ ସେ ନ ଥିବ ସିନା। ପେଣ୍ଡୁଭାଇ ମୋର ମୋ ପାଖେ ବସିଣ ଦେଲେ ଏହି ଉପଦେଶ ଭଲ ଲାଗେ ଯଦି ତlଙ୍କ ଏହି କଥା ନ ଭଲ ଲାଗିଲେ ଖସ।
Ad
Poetry Books 50% Off
Bestselling collections from top poets
Shop Now →
