ପାଠକ ଅନୁଭୂତି ରେ ଲେଖିକା..... 💫
ଲେଖନ ମୁନରେ ସରେନାହିଁ କାଳି ସରେନାହିଁ ଅନୁଭୂତି, ଜୀବନ ଗାଉଛି ଉଦାସୀ ସଂଗୀତ କଲମରେ ଦେବି ଛାପି..... (୧) ସ୍ମୃତି ର ସଉଧ ଗଢିବି ବୋଲି ମୁଁ ଛୋଟିଆ ପ୍ରୟାସ ଟିଏ, ଆଶା ଅସୁମାରୀ ସାଗର ବୁକୁରେ ଖୋଜୁଅଛି କୁଳଟିଏ....... (୨) ଜୋଛନା ବିଧୁର ଜହ୍ନ ଆଲୋକରେ ଲେଖୁଛି କବିତା ଧାଡ଼ି, ପାଠକ ପଢ଼ିଲେ ଅନ୍ତର ପୁରିବ ମରୁରେ ଫୁଟିବ କଢ଼ି.... (୩)...... ..... @ରଞ୍ଜିତା ପ୍ରଧାନ......
Ad
Poetry Books 50% Off
Bestselling collections from top poets
Shop Now →
