❤️ସୂର୍ଯ୍ୟ ଓ ଚନ୍ଦ୍ର❤️
ତାକୁ ଚାନ୍ଦ 🌙 ବହୁତ ଭଲ ଲାଗେ, ମୁଁ ତା ଚାନ୍ଦ ମୁଁହ କୁ ଈଶ୍ୱର ଠୁ ମାଗେ। କିଏ କହିବ ତାକୁ ସେ ଚାନ୍ଦ ଠୁ ସୁନ୍ଦର? ତା ବାସନା ସତେ ଗୋଲାପ 🌹 ର କନ୍ଦର। ଚନ୍ଦ୍ରକିରଣ ପଡେ ସାଗର 🌊 ଜଳେ, ପାଣି ✨ ଚମକି ଉଠେ କୂଳେ କୂଳେ। ମୋ ମନ ଟା ଚୋରି ହୋଇଗଲା ରେ! ଶାରୀ 🦜 ବୋଧେ ନେଇଗଲା ଚନ୍ଦ୍ରପୁରିରେ। ଚାନ୍ଦ ତୁ ଶୀତଳ ସେ ଲୋ ସୁନ୍ଦରୀ ❤️ମୋର, ଚାନ୍ଦ ପରି ଦାଗ ନ ରହୁ ସମ୍ପର୍କ ମୋ ତୋର। ଜାଣିଛ! ତାକୁ ସୁରୁଜ 🌞 ବହୁତ ପସନ୍ଦ, ହସିଦେଇ 😊 ମାରେ ମୋ ମନ ମନ୍ଦ ମନ୍ଦ। ଭାବେ, ଥରେ ସେ ନିଜ ଚୁଟି କୁ ଆଡେଇ, ଆଖିରେ କଳା ଟିକେ ଅଡେଇ ମୋ ମନ ନେଇ, ତା ଆଖି କୁ 👁️ ମୋ ଆଖି ମିଶିଗଲେ, ରବି ଠୁ ଅଧିକ ରଶ୍ମି ବାହାରେ। ସେ ସୌମ୍ୟ ରମ୍ୟ ⭐ଦମ୍ୟ ଦିବ୍ୟ ଅଟେ, ଦିନକର ଜ୍ୟୋତି ରେ ଛାତି ଫାଟେ। ବାସ୍, ମାନ ତାକୁ ସବୁବେଳେ ☺️ଖୋଜେ, ଏହା ସେହି 🌞 ସୂର୍ଯ୍ୟ ଓ ଚନ୍ଦ୍ର 🌝 କୁ ପଚାରେ।
Ad
Poetry Books 50% Off
Bestselling collections from top poets
Shop Now →
