ଅନଲାଇନ ପ୍ରେମ
ଦିନ କାଟି ଯାଏ ବ୍ୟସ୍ତତା ଭିତରେ , ବାକି ରହିଯାଏ ରାତି । ବାରମ୍ବାର ଦେଖେ ମୋବାଇଲ୍ କୁ ମୋର , କେବେ ଅନଲାଇନ ଆସିବେ ସାଥି । ତୁମ କଥା ଭାବି ଦିନ ସରିଯାଏ , ସଂଜ ଅସେ ନଇଁ ନଇଁ । ଅପେକ୍ଷା ରେ ଅଛି ଅପେକ୍ଷା ରେ ଥିବି , ତୁମ ଓଠ ରୁ I LOVE YOU ଶୁଣିବା ପାଇଁ । ଦୁନିଆ ଟା ଗୋଟେ ପ୍ରେମ ପଞ୍ଜୁରୀ , ଆମେ ଦୁହେଁ ଶୁଆ ଶାରୀ । ଅଧା ବାଟେ ସାଥି ଛାଡ଼ି ଯିବ ନାହିଁ , ମୁଁ ଝୁରିଝୁରି ଯିବି ମରି । ମୁଁ ଝୁରିଝୁରି ଯିବି ମରି ।
Ad
Poetry Books 50% Off
Bestselling collections from top poets
Shop Now →
