ମୁଁ, ସୂତାର ସଳିତା ନୁହେଁ ସଜେଇ ହେବାକୁ ମାଟିର ଦୀପରେ, ଜଳୁଥାଏ ଅହରହ କର୍ତ୍ତବ୍ୟର ହୋମକାଠ ସାଜି କର୍ମ କ୍ଷେତ୍ରର ଯଜ୍ଞରେ.…....ll