ମୁଁ ବଦଳି ଯାଇଛି
ସତରେ ଧନ ମୁଁ ବଦଳି ଯାଇଛି || ସବୁ ଛାଡି ତୁମ message କୁ ଚାହିଁ ରହୁଛି, ସତରେ ଧନ ମୁଁ ବଦଳି ଯାଇଛି || ସତେ ଯେମିତି ସମୟ କୁ ମାତ ଦେଇ ଆଗରେ ଚାଲିଛି, ସତରେ ଧନ ମୁଁ ବଦଳି ଯାଇଛି || ଖାଇବା, ଗାଧୋଇବା ଭୁଲି ଯାଇ ତୁମକୁ ମିଛ କହୁଛି, ସତରେ ଧନ ମୁଁ ବଦଳି ଯାଇଛି || ଝିଅ ମାନଙ୍କୁ ଦେଖିଲେ ତୁମ ତାଗିଦ ମନେ ପଡୁଛି, ସତରେ ଧନ ମୁଁ ବଦଳି ଯାଇଛି || ଯେଉଁମାନଙ୍କ କଥା ଶୁଣେ, ତାଙ୍କ କଥା ଭଲ ଲାଗୁନି, ସତରେ ଧନ ମୁଁ ବଦଳି ଯାଇଛି || ବୋଧେ ଭଲ ପାଇବାର ସବୁ ସୀମା ଟପି ଯାଇଛି, ସତରେ ଧନ ମୁଁ ବଦଳି ଯାଇଛି || ସବୁତ ଦେଇଛି, ଏହି ଜୀବନ ତୁମ ପାଇଁ ଦେବା କୁ ପ୍ରସ୍ତୁତ ଅଛି, ସତରେ ଧନ ମୁଁ ବଦଳି ଯାଇଛି ||
Ad
Poetry Books 50% Off
Bestselling collections from top poets
Shop Now →
