ଅତି ଆଦର ର ଭାଇ ଟିଏ....... 🥰
କୃଷ୍ଣ ନାମେ ଭାଇଟେ ମୋର ତାପରି ଗୁଣ ନାହିଁ କାହାର ଦିଶଇ ସିନା ଭାରି ସରଳ ତା ପରି ପିଲା ମିଳେ ବିରଳ.... (୧) କୋମଳ ଓଠରେ ତା ଜ୍ଞାନ ଭରା କଥା ଶୟନେ କର୍ଣ୍ଣ ମୋର ଭାଳେ ସେହି କଥା ଅସୁମାରୀ ଆଶା ତାର ଅନେକ ସପନ ସପନେ ଦେଖେ ସେ ସଫଳ ଜୀବନ..... (୨) କୃଷ୍ଣ ନାମେ ଭାଇଟେ ମୋର ପ୍ରଚଣ୍ଡ ବୁଦ୍ଧି ସେହି ଭାଇ ର ଭକ୍ତି ଭାବ ଅବା ପାଠ ପଢ଼ାରେ ୟଶ ରଖିଯିବ ଭବିଷ୍ୟତ ରେ.... (3) ଇଶ୍ୱରଙ୍କ ପାଶେ ଗୁହାରି ମୋର ଦେଖାଓ ପଥ ଆଲୋକ ମାର୍ଗର ଆହେ ମହାବାହୁ ପ୍ରାସାରିତ ବାହୁ ତୁମ୍ଭ କୃପା ସଦା ବରଷି ଥାଉ...... (୪) 🥰ଅତି ଆଦର ର ଭାଇ...... @krushna........ 🥰 @Ranjita ପ୍ରଧାନ........
Ad
Poetry Books 50% Off
Bestselling collections from top poets
Shop Now →
