😭ଲୁହ /ବୁଶ୍ୱାସ 🙏
ନିରୀହ ମନର ନିରବ ଯନ୍ତ୍ରଣା ବୁଝୁଛି ବା ଏଠି କିଏ ନିହାତି ନିଜର ଲୋକଟା ବି ଏଠି ସ୍ୱାର୍ଥ ରଖି ଭଲପାଏ ନିରେଖି ଦେଖିଲେ ଜୀବନଟା ଏଠି ଲାଗୁଛି ନିମିଷ ମାତ୍ର ନିର୍ଦୟ ତଥାପି ମନର ମଣିଷ ବୁଝେନି ପ୍ରେମର ସୂତ୍ର ନୀଳ ନଦୀ ସାଜେ ଆଖିର ଲୋତକ ନୀରବତା ହୁଏ ସାର ନିଶଦ୍ଧ ରାତିରେ ହୃଦୟରୁ ଶୁଭେ କରୁଣତାର ଚିତ୍କାର.....|| 🙏🙏🙏🙏🙏🙏🙏🙏🙏 କାହିଁକି ଭାବୁଛ ପ୍ରିୟତମା ମୋର ବୁଝୁନି ତୁମ ଯନ୍ତ୍ରଣା ମୋ ହୃଦୟ ମଧ୍ୟ୍ୟ ଛଟପଟ ହୁଏ ଶବ୍ଦ ଶୁଭେ ନାହିଁ ଜମା || କେମିତି କହିବି ବିଶ୍ୱାସ ମୁଁ ଦେବି ସ୍ୱାର୍ଥପାର ଏଠି କିଏ ଯେତେବେଳେ ଦେଖେ ତୁମେ ଦୂରେଇବ ତେବେ ଯାଇ କିଛି କୁହେ || ଜାଣିଛି ଜୀବନ ନିମିଷେକ ମାତ୍ର ତୁମ ପାଖେ ବଞ୍ଚିବା ଚାହେଁ କମିତି କହିବି ହୃଦୟ ବେଦନା ସେତ ତୁମ ପାଖରେ ହିଁ ରହେ || ଯଦି ପ୍ରିୟା ମୋର ଭୁଲ କିଛି ଅଛି କ୍ଷମା କରିଦିଅ ମୋତେ ଦୁରେଇ ନଯାଇ ଦଣ୍ଡ ମୋତେ ଦିଅ ତୁମ ଲୁହ ଦେଖିଲେ ପ୍ରାଣ ଛାଡି ଯାଏଁ ସତେ || ପିୟା ମୋର ମୋତେ ଭୁଲ ବୁଝନାହିଁ କେମିତି କହିବି ତୁମବିନା କେମିତି କଟଇ ରାତି ନିଷ୍ପାପ ମନରେ ପ୍ରତିଶୃତି ଦେଲି ତୁମକୁ କରିବି ଜୀବନ ସାଥି ||
Poetry Books 50% Off
Bestselling collections from top poets
