ବର୍ଷା 🌧️🌧️....
ଅମାନିଆ ବର୍ଷା ଟା ଭାରି ଜିଦି କରେ ଅବେଳାରେ ଲୁହପରି ଟପଟପ ଝରେ...🌧️ ଗୁମସୁମ ରହେ କେବେ ବାଦଲ ଭିତରେ ରିମଝିମ ଝରେ କେବେ ପାହାଡ ଉପରେ.....🌧️ ଦୁମଦୁମ ନାଚେକେବେ ନୂଆଣି ଚାଳରେ ଝିଲମିଲ ହସେ କେବେ ପୁଲ ପାଖୁଡ଼ାରେ....🌧️🌱🌿 ଦୁଲଦୁଲ ଝୁଲେ କେବେ ଝଡ ବତାସରେ ଚୁଲବୁଲ କଥା କହେ ଭିଜିଲା ଓଠରେ......🌧️🍃 ବର୍ଷା ତ ବରଷିଥାଏ ଆପଣା ଇଚ୍ଛା ରେ ବର୍ଷା ରେ ଭିଜୁ ଆମେ ନିଜସ୍ୱ ଢଙ୍ଗରେ..... 🌧️ @ରଞ୍ଜିତା.......
Ad
Poetry Books 50% Off
Bestselling collections from top poets
Shop Now →
