ମୋ ପ୍ରତ୍ୟେକଟି ଅସମ୍ପୁର୍ଣ୍ଣ ଧାଡି
ମୋ ପ୍ରତ୍ୟେକଟି ଅସମ୍ପୁର୍ଣ୍ଣ ଧାଡିର ଉପଯୁକ୍ତ ସମାହା ସମାହାର ତୁମେ, ଜୀବନର ଛିନ୍ନ କବିତାର ପୂରଣ ଲେଖା ତୁମେ। ସମୟର ଘାତରେ ଛିଞ୍ଚିତ ସପନର ଆଳୋକ, ତୁମ ପ୍ରେମରେ ଖୋଜେ ମୁଁ ଆଶାର ପଥୋକ। ଅନେକ ପାଇଁ ତାଗିଲି ଯେ ଜୀବନର ଆଧାର, ତୁମେ ହେଲା ଅନନ୍ୟ ଆତ୍ମାର ପ୍ରକାଶକ ଭାର। ସପନରେ ତୁମ ସଂଗୀତରେ ଜୀବନ ସର୍ବଦା, ମୋ ଅସମ୍ପୁର୍ଣ୍ଣ ଧାଡିରେ ତୁମେ ସର୍ବୋତ୍ତମ ସମାପ୍ତି ସଦା। ସୌମ୍ୟରଞ୍ଜନ ଧଳ
Ad
Poetry Books 50% Off
Bestselling collections from top poets
Shop Now →
