ହେ ଜହ୍ନ !!! 🌝
ହେ ଜହ୍ନ !! କେତେ ଜ୍ୟୋତ୍ସ୍ନା ଭରିଦିଏ ତୁମେ ମନେ , ତୁମ୍ଭରି କିରଣ ମନକୁ କରେ ଆନମନା ।। ସତେଯେପରି ରୂପ ତୁମର ଝଟକୁଥାଏ ସେହି ସାଗରର ମୁକ୍ତା ପରି , ହେ ଜହ୍ନ !! ଶୋଭା ପାଉଥାଅ ତୁମେ ଦୂର ଆକାଶର ଉଡାଜାହାଜ ପରି ।। ଇଚ୍ଛା ହୁଏ ତାରକା ପରି ଲାଖିଯିବାକୁ ତୁମ୍ଭ ପାଶେ , ହେ ଜହ୍ନ !! କିନ୍ତୁ ବନ୍ଧା ପଡ଼ିଛି ମୁଁ ଆଜି ସାଂସାରିକ ମୋହମାୟା ଫାସେ ।। ଲେଖିକା ସାଜି ଲେଖିଛି ଏ କବିତା........... ଆଶା କରେ , ତୁମ୍ଭରି ଜ୍ୟୋତ୍ସ୍ନା କରି ଦେଉ ମୋ ଇଚ୍ଛାର ପରିପୂର୍ଣ୍ଣତା ।।
Ad
Poetry Books 50% Off
Bestselling collections from top poets
Shop Now →
