ଏକା ଏକା ବେଳେ ବେଳେ
ଏକା ଏକା ବେଳେ ବେଳେ ଭାବେ ମୁଁ ବସି, କେତେବେଳେ ଦୁଃଖର ବନ୍ୟା ପୁଣି ସୁଖ ଦିଏ ହସି । ଛୋଟ ମୋର ଜୀବନେ ଏ କେତେ ବଡ଼ ଦୁନିଆ, ବଡ଼ ଦୁନିଆର ଲୋକ ସବୁ ଭାରି ଅମାନିଆ । ଭିନ୍ନ ପ୍ରଜାତିର ଲୋକ ବିଭିନ୍ନ ଯେ ରୂପ, ଭଳି ଭଳି ସମୟରେ ଭଳି ଭଳି ରୂପ ।
Ad
Poetry Books 50% Off
Bestselling collections from top poets
Shop Now →
