କଷ୍ଟ ଉତ୍ତର
କଷ୍ଟ ପରିଭାଷା କହିବା କଷ୍ଟ 😭 ପ୍ରକୃତ ଭଲ ପାଇବା, ପାଇବା କଷ୍ଟ 😊 ଭଲ ପାଇବାରେ ବଳିଦାନ ଅଧିକା କଷ୍ଟ 😭 ପ୍ରକୃତ ଭଲ ପାଇବରା ର ମିଳନ ଅଧିକ ରୁ ଅଧିକା କଷ୍ଟ 😭 ସୁଖ ଘରର ଚାବି ନାମ ହିଁ କଷ୍ଟ,😊 ଭଲ ସମ୍ପର୍କ ଛାଡି ଗଲେ କଷ୍ଟ 😭 ଖରାପ ସମ୍ପର୍କ ରେ ରହିଲେବି କଷ୍ଟ 😭 ସମସ୍ତଙ୍କୁ ବୁଝିବା କଷ୍ଟ 😄 ନିଜକୁ ନିଝେ ବୁଝିବା ଅଧିକ କଷ୍ଟ 🤭 ନିଜର ଖରାପ ଗୁଣକୁ ମାନିବା କଷ୍ଟ 😄 ନିଜଠୁ ଅଧିକା ଭଲ ପାଉଥିବା ମଣିଷ କୁ କଷ୍ଟ ଦେବା ମୋ ମତରେ ମହା କଷ୍ଟ 😊🌹
Ad
Poetry Books 50% Off
Bestselling collections from top poets
Shop Now →
