ସାଉଁଟା ପ୍ରେମ
ପୂନ୍ୟ ର ଫଳ ହେଉ କି ଭଗବାନଙ୍କ ଆଶ୍ରିବାଦ, ତୁମ ସହ କେଇ ମୁହୂର୍ତ୍ତ ପାଇଛି ବହୁଦିନ ବାଦ | ଖରାପ ଭାବିବନି ତୁମ ଅଜାଣତରେ ସାଉଁଟି ଚାଲିଛି, ତୁମ ସହ ବିତୁଥିବା ସୁନ୍ଦର ମୁହୂର୍ତ୍ତ କୁ ହୃଦୟରେ ରଖି ଚାଲିଛି | ରହି ଥାଉ ତୁମ ପ୍ରେମ ମୋ ସାଥେ ସାଥେ,ଦୟାକରି ପ୍ରିୟା ଏମିତି କର, ଭାବୁଛି ଏତେ ସାଇତିଵି ପ୍ରେମ ତୁମର ନିଅଣ୍ଟ ନହେବ ଜୀବନ ଭର, ଜଣାନାହିଁ ସମୟ ର ଗତିରେ ମୋ ସ୍ଥିତି କଣ ହେବ, କିନ୍ତୁ ତୁମ ପ୍ରେମ ମଲା ପର୍ଯ୍ୟନ୍ତ ମୋ ସାଥେ ରହିବ | ଇତି ତୁମରି ସ୍ମୃତି ସାଉଁଟା ପ୍ରେମିକ
Ad
Poetry Books 50% Off
Bestselling collections from top poets
Shop Now →
