ଭ୍ରମ
ସତରେ ଆଜି ମୋର ଭ୍ରମ ଦୂର ହୋଇ ଯାଇଛି😭 ଭଲ ପାଇବା ତୁମ ପାଇଁ ଏକ ଖେଳ ,🤭 ସତରେ ମୁଁ ହିଁ ପାଗଳ ପରି ତୁମକୁ ଭଲ ପାଇଛି ❤️ ମୋର ଦୁଃଖ ନାହିଁ, କି ପଶ୍ଚାତାପ ନାହିଁ,😊 କାରଣ ତୁମ ପ୍ରେମକୁ ମୁଁ ଭଗବାନ ଙ୍କ ଆଶ୍ରିବାଦ ଭାବିଛି ||🙏 ସତରେ ଆଜି ମୋ ଭ୍ରମ ଦୂର ହୋଇ ଯାଇଛି😭 ଯାହାପାଇଁ ଜୀବନ ର ସବୁ କିଛି ବାଜି ଲଗାଇଛି 🤔 ସେ ମୋ ପ୍ରେମ କୁ ବୋଧେ ବୋକାମୀ ଭାବୁଛି🤭 ତଥାପି ତୁମ ପ୍ରେମ ମୋ ପାଇଁ ଆଶ୍ରିବାଦ ହୋଇ ରହିଛି ||🙏 ସତରେ ଆଜି ମୋ ଭ୍ରମ ଦୂର ହୋଇ ଯାଇଛି 😭 ବହୁତ ଚେଷ୍ଟା କରି ତୁମକୁ ଭୁଲି ପାରୁନି,😭 କାରଣ ତୁମ ପ୍ରେମ ମୋ ପାଇଁ, ଅମୃତ ହୋଇଛି🥰 ଲାଗୁଛି ମୁଁ ମଲା ମଣିଷ ଟା ତୁମ ପ୍ରେମରେ ହିଁ ଜୀବିତ ହୋଇ ଉଠିଛି ||🥰 ସତରେ ଆଜି ମୋ ଭ୍ରମ ଦୂର ହୋଇ ଯାଇଛି😭 ଯାହାକୁ ନେଇ ସ୍ବପ୍ନ ଦେଖୁଛି, ସେ ମୋ ନିଦ ଭାଙ୍ଗି ଦେଇଛି,🤔 ତାଙ୍କ ପାଇଁ ସ୍ବପ୍ନ କିଛି ମାନେ ରଖେନି🥺 କିନ୍ତୁ ସେ ସ୍ବପ୍ନ ହିଁ ମୋ ଜୀବନ ର ଅମୁଲ୍ୟ ପୁଞ୍ଜି ହୋଇଛି ||❤️ ସତରେ ଆଜି ମୋ ଭ୍ରମ ଦୂର ହୋଇ ଯାଇଛି😭 ସବୁ ଥିରେ ତୁମେ ଦେଖା ଯାଉଛ, 😊 ତୁମ ଭାଷାରେ ମୋତେ attraction ହୋଇଛି🤭 କେମିତି ବୁଝେଇବି ମୁଁ ପ୍ରେମର ସବୁ ସୀମା ପାର କରି ଯାଇଛି |||😭❤️
Poetry Books 50% Off
Bestselling collections from top poets
