ଫଗୁଣ...
ଶୁଣିଲି; "ତମେ" ମୋ ସହର ରେ ଅଛ । ଆମ ସମ୍ପର୍କ ର ପୂର୍ଣ୍ଣଛେଦ ପରେ; ପ୍ରଥମ ଥର ପାଇଁ ଆସିଛ ତୁମେ, ଠିକ୍ ସେହି ଫଗୁଣ ପରି...... ହଉ; ଭଲ ରେ ଫେରି ଯିବ, ମୋ ସହ କଟେଇ ଥିବା ସବୁ ସ୍ମୃତି କୁ; ଏଥର, ଏଇଠି ଛାଡ଼ି ଦେଇ...... ✍🏽
Ad
Poetry Books 50% Off
Bestselling collections from top poets
Shop Now →
