ସ୍ବପ୍ନ ✨
ନା ଜାଣେ ପିଲା ଦିନ ର ସେ ସ୍ବପ୍ନ କୁ କେଉଁଠି ହଜେଇ ଦେଲି ସ୍ବପ୍ନ କୁ ପଛରେ ପକାଇ କାହା ପଛରେ ପଡ଼ିଗଲି ଆଉ ଫେରିବକି ସେ ସମୟ ନା ସେ ଚାଲିଗଲା ଏବେ ଯାହା ସ୍ବପ୍ନ ସ୍ୱପ୍ନରେ ରହିଗଲା ସବୁ ପରେ ଏକ ଛୋଟ ପ୍ରୟାସ ଜାରି ରହିଲା ସ୍ବପ୍ନ କୁ ସତରେ ପରିଣତ କରିବାର ନିଜ ପାଖରେ ପ୍ରତିଶୃତି ରହିଲା....❤️🙌🫰
Ad
Poetry Books 50% Off
Bestselling collections from top poets
Shop Now →
