ପ୍ରଶ୍ନ❓️
ସମସ୍ତେ କୁହନ୍ତି ଯଦି ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ , ତାହେଲେ ତା ଭଳି ଜଳିବା ଶିଖ । କିନ୍ତୁ ଯଦି ଜୀବନରେ ସେଇ ସୂର୍ଯ୍ୟ ଅନ୍ଧାରରେ ଲୁଚିଗଲା ଆଉ ଯେତେ ଖୋଜିଲେ ମଧ୍ଯ ମିଳିଲା ନାହିଁ , ତେବେ କଣ ହେବ ? କଣ ଜୀବନର ଲକ୍ଷ୍ଯ ବଦଳି ଯିବ ? ନା ପୁଣି ଅନ୍ଧାର ଭିତରୁ ସୂର୍ଯ୍ୟ ଉଇଁବ ? ☀️ / 🌃
Ad
Poetry Books 50% Off
Bestselling collections from top poets
Shop Now →
