ମାଛ ଓ ପକ୍ଷୀ: ଦୁଇ ସାଥୀ
ଗୋଟେ ପକ୍ଷୀ 🐦ଟେ ଥିଲା ନାମ ଡିନା, ଗୋଟେ ଥିଲା ମାଛ ନାମ ତାର ଅନା।🐟 ମାଛ ଟିଏ ଆସେ କୂଳକୁ ନୀତି, ପକ୍ଷୀ ଆସେ ପାଣି ପିଇ ସବୁ ରାତି। ସବୁ ଦିନ ଏମିତି ଭେଟ ହୋଇଥାଏ, ପକ୍ଷୀ ର 🪽ପକ୍ଷ ରେ ମାଛ ର କାତୀ ଲାଗିଥାଏ। ଅଜାଣତେ ଯୋଡ଼ିଯାଏ ❤️ଭାବ, କୁଳ ରେ ମିଳିଗଲା ନୂଆ ନାବ। କଥା ଟିକେ ଭିନ୍ନ ଜଣେ ପାଣି କୁ ଆକାଶ, କେମିତି ହେବ ଜଣ ଜଣଙ୍କ☹️ ଦାସ। ଅନା କହିଲା, ପ୍ରୀତି ଅର୍ଥ ନୂଆ, ତୁ ଆକାଶେ ଉଡୁଥା ମୁ ପହରୁଥା। ଡିନା କହିଲା ତୁ ପହରିବୁ ଯେତେ ଦୂର, ଉଡ଼ିବି ତୋ ଉପରେ❤️ ନ ହୋଇ କ୍ରୁର। ଯେଉଁ ଘର ର ତୁ ହୋଇଯିବୁ ବନ୍ଦୀ, ମୁଁ ସେହି ଘରେ ପଞ୍ଜୁରୀରେ ହେବି ସାନ୍ଦୀ। ଏ ନୁହେଁ ଦୁନିଆ ଦାରି ପରି ପ୍ରେମ, ସ୍ୱର୍ଗୀୟ ପ୍ରେମ ଏହାର ନାମ, ବିଭୁ ପସନ୍ଦ ✨କରନ୍ତି ଏହାରେ! ଡିନା ଓ ଅନା ରହନ୍ତି ଖୁସି ରେ।
Ad
Poetry Books 50% Off
Bestselling collections from top poets
Shop Now →
