ଅତୀତର ସ୍ମୃତି 🗓
ଅତୀତର ସେ ସ୍ମୃତି , 🍁 ଆଜି ଭାସି ବୁଲେ ତାହା ଆଖିର ପରଦାରେ , 👀 କଳା ନୁହଁ କି ଧଳା , ସତେଯେପରି ସେ ସ୍ମୃତିର ଝଲକ ରଙ୍ଗୀନ , 🌈 ଆଜି ହଠାତ୍ ମନେପଡ଼େ ସେ ଅଭୁଲା ଦିନ , 🌿 ସେ ମନର ମଣିଷ , ସେ ସାଥୀ............🤞 ଅତୀତର ସ୍ମୃତିକୁ ରଙ୍ଗରେ ସଜେଇ , 🟣 ସ୍ବପ୍ନ ସାଗରେ ନିଜକୁ ହଜେଇ , 🌃 ପାଏନା ନିଜ ଭିତରେ ସେ ମନର ମଣିଷକୁ ଖୋଜି , 😞 ହଜିବାର ଦୁଃଖ ମୋର ନାହିଁ.................🍃 ନିଜକୁ ପାରେନା ମୁଁ ବୁଝି ।। 🙃 ସମୟର ସୁଅ ନେଇଛି ଭସେଇ , 🕛 ମନର ମଣିଷକୁ ବହୁ ଦୂରେ , ⭐️ ତାହାରି ପରଶ ପାଇବାକୁ ମୋର , ☘️ ମନ ତାକୁ ନିତି ଝୁରେ ।। 🍂
Ad
Poetry Books 50% Off
Bestselling collections from top poets
Shop Now →
