କେତେ ମିଠା
ଅକାଶରେ ମେଘ ଦେଖିଲେ ସେ ଛତା ଧରି ଘରୁ ବାହାରି ଯାଏ ତେଣୁ ମତେ ନିତିଦିନିଆ ବର୍ଷା ଅପେକ୍ଷା କାଳ ବୈଶାଖୀ ଭଲଲାଗେ l ମୟୁରର ଚନ୍ଦ୍ରିକା ପରି ଦୁଇ ହାତ ଖୋଲି ସେ ନାଚି ଉଠେ ଓଢ଼ଣା ଦେଇ ହସି ହସି ଗୁଣୁଗୁଣୁ ଗୀତ ଗାଇ l
Ad
Poetry Books 50% Off
Bestselling collections from top poets
Shop Now →
