ଗୋଲାପ ପର୍ବ
ଗୋଲାପ ପର୍ବ ରେ ତୁମକୁ ଗୋଲାପ ଉପହାର ଦେଇ, ତାହାର ଅଦ୍ଭୁତପୁର୍ବ ଆନନ୍ଦରେ ଭରା ମୋ ମନ | ଗୋଲାପର ପ୍ରତେକ ପାଖୁଡା ଯେମିତି ସାକ୍ଷୀ ରହିଯାଇଛି,ତୁମ ଓ ମୋ ଭିତରେ ଥିବା ପ୍ରେମ | ଗୋଲାପ ର ସୁଗନ୍ଧ ବିଛୋରିତ କରେ,ଆଗାମୀ ଦିନ ଗୁଡିକ ଆମ ମିଳନ ପାଇଁ ଉତ୍ସାହ ଭରେ | ସାଇତି ରଖିବ ପ୍ରିୟା ସ୍ମୃତି କୁ ମୋର, ମୁଁ ବି ସାଇତି ରଖିଛି ତୁମ ପାଇଁ ମୋ ପ୍ରେମର ଘର |
Ad
Poetry Books 50% Off
Bestselling collections from top poets
Shop Now →
