ଦିପଦକଥା
ନିଜ ଠୁ ଆଧିକା ବିଶ୍ୱାସ କରୁଛି, ପ୍ରେମରେ ଚରମ ସୀମା | ତୁମେ କାହିଁ ପ୍ରିୟା ନିଷ୍ଠୁର ହେଉଛ, ମୁଁ କଣ ତୁମର ମନେ ପଡୁନାହିଁ ଜମା | ତୁମକୁ ସ୍ପର୍ଶ କଲେ, ବସନ୍ତ ପବନେ ଦେହମୋ ଶିହରୀ ଯାଏ | ତୁମେ ଦୂର ଗଲେ, ସତେ ଯେମିତ ଗ୍ରୀଷ୍ମ ତାପରେ ମନ ମୋର ଜଳି ଯାଏ | କିଛି ଲୋଡ଼ା ନାହିଁ ଚାହୁଁଚି ଦିପଦ କଥା, ସତରେ କଣ ତୁମ ବିଛେଦରେ ହଜିଯିବ ମୋର ସତା |
Ad
Poetry Books 50% Off
Bestselling collections from top poets
Shop Now →
