ପ୍ରେମର ଭାବନା
ଚାଲିଛି ଚାଲିଛି ପ୍ରେମ ଭାବନା ଆସିଯା ମୋ ଜୀବନେ । ଜୀବନେ ତୁ ଆସିଯା ମୋର ଦେଖି ଦେଇଛି ତତେ ହେଲା କି ମୁଁ ପ୍ରେମ । ଚାଲୁଚାଲୁ ତୁମରି ଭାବନା ବସୁ ବସୁ ତୁମରି ପ୍ରେମ ଚିନ୍ତା । ତୁମରି ହସ ଲାଗେ ମୋତେ ପ୍ରେମ ତୁମରି କଥା ଲାଗେ ମୋତେ ମିଠା । ଯେବେ ମୁଁ ତୁମକୁ ଦେଖି ଦେଲି ହୃଦୟର ମନ ନାଚି ଉଠେ । ଚାଲୁ ଚାଲୁ ମୁଁ ତୁମକୁ ଆସ୍ତେ ଆସ୍ତେ ଦେଖେ ଭାବୁ ଭାବୁ ମୁଁ ତୁମକୁ ନିଜର କରେ । ଚଗଲା ମନରେ କହି ଦେବି କି ତତେ ଲାଗେ ମୋତେ ଭାରି ଡର ଡର । ଆଇନକୁ ଦେଖିଲେ ତୁମରି ଚେହେରା ଦେଖୁ ଦେଖୁ ମୁଁ ଲାଜ୍ଜରେ ଭିଜି ଯାଏ । ସେହି ଆଇନକୁ ପଚାରେ କହେ ମୋତେ ତୁମର ପ୍ରେମ । ଚାଲିଛି ଜୀବନେ ତୁମରି ପ୍ରେମ ଆସିଛି ମୁଁ ତୁମରି ପାଇଁ । ହାତ ବଢ଼େଇ ଦେଏ ଜୀବନେ ଜହ୍ନ ଆସେ ଆମ ପ୍ରେମ ଦେଖିବା ପାଇଁ ।
Ad
Poetry Books 50% Off
Bestselling collections from top poets
Shop Now →
