ସନ୍ଦେଶ;💌
ଗତ କାଲି Nov 5 (କାର୍ତ୍ତିକ ପୂର୍ଣ୍ଣିମା⛵️) ମୋର ଜନ୍ମଦିନ🫰🤗 ଥିଲା ।। ☘️ ପ୍ରଶ୍ନ-୧ > ଆରେ Lipsa ତୁ କାହିଁ କିଛି Status ଦେଇନଥିଲୁ ? 😒 ଉତ୍ତର > ମୁଁ କହିଲି Status ଦେଇଥାନ୍ତି କଣ ଆଉ ଜଣେ ଦେଖି କି Wish କରିବା ପାଇଁ 😆 Next Year Atleast କାହାର ନ ହେଲେ ନାହିଁ; ତୋର Sure ଦେବି😺।। ପ୍ରଶ୍ନ-୨ > ଆରେ Nov 5ରେ ତ Viratର 🏏Birthday ତୋର ବି ସେହିଦିନ କି ? ଉତ୍ତର > 🤣🤣That is Called Coincidence 🫠Next Year ପକ୍କା ଜାଣିପାରିବୁ 🫵।। ପ୍ରଶ୍ନ-୩ > ଆଉ ଜଣେ ପଚାରିଲେ Lipsa ତମର ଦିନଟା ବହୁତ Special ଯାଇଥିବ ? ଉତ୍ତର > Special ? 🤔 ମୁଁ ଭାବେ Either ଆମକୁ Special କରିବାକୁ ପଡ଼େ Through Something 💸💰Or ଆମକୁ ଆମ ନିଜ ଲୋକଙ୍କ ସହ ରହି ଛୋଟ ଛୋଟ ଜିନିଷକୁ enjoy କରି କି ହିଁ Special କରିବାକୁ ପଡ଼େ।। 🫰✨️🫂 ପ୍ରଶ୍ନ-୪ > Last But Not The Least; It's Very Interesting One 🤣🤣 ମୋ Styleରେ ମୋତେ ଗୋଟେ Dialogue >> ମୁଁ Smriti🏏ହେଲେ ତମେ ମୋ Palash🎵....👏😆😆 ଉତ୍ତର > Haha!!😂 I think ତମେ ଟିକେ ବେଶୀ Inspired ହେଇଯାଇଛ 🏆; ଆଉ ତୁମ ପାଇଁ ହେଲା>> ମୁଁ Mithoon🎵 ହେଲେ ତୁମେ ମୋର Palak 😉🎵 ( Anklu.....❣️😂)Last One , The Best One 😂🫰
Poetry Books 50% Off
Bestselling collections from top poets
