ଅମୃତ ବେଳା
ଆଜିର ଦିନକୁ କଣ କହିବି ଶବ୍ଦ କିଛ ଦିଶୁ ନାହିଁ ଖାଇଲି ତୁମ ହାତୁ ଖାଦ୍ୟ ସେତ ଅମୃତ ଠାରୁ କମ ନାହିଁ | ଅମୃତବେଳା ଆକୁ କୁହାଯାଏ, ପ୍ରେମିକା ହାତୁ ଜେବେ ଖାଦ୍ୟ ଖିଆ ଯାଏ | ଏବେ ଆଗକୁ କଣ ହେବ ଚିନ୍ତା ନାହିଁ, ତୁମେ ସାଥେ ଥିଲେ ଦୁନିଆ କୁ ଡରିବି ନାହିଁ | ବ୍ୟସ୍ତ ବିବ୍ରତ ମନକୁ ଶାନ୍ତ କରିଗଲ, ଧନ୍ୟ ହୋଗଲି ମୁହିଁ |
Ad
Poetry Books 50% Off
Bestselling collections from top poets
Shop Now →
