ପ୍ରେମ
ପ୍ରେମ ଯଦି ହୁଏ ଶରୀର ମିଳନ, ସେ ପ୍ରେମ କରିବ କାହିଁ | ପ୍ରେମତ କରିବ ହୃଦୟକୁ ଦେଇ,ପ୍ରେମ ନକରିବ ଶରୀରର ତୃଷ୍ନା ମେଣ୍ଟାଇବା ପାଇଁ | ଭାବର ଆଦାନ ପ୍ରଦାନ ପ୍ରେମ ର ଦ୍ୱିତୀୟ ନାମ, ସୁଖ ଦୁଃଖରେ ସାଥିରେ ରହିବା ଏହା ହିଁ ପ୍ରକୃତ ପ୍ରେମ | ପ୍ରତି ମୁହୂର୍ତ ରେ ଯାହାର ଚିନ୍ତନ କରାଇ ମନ, ତାଙ୍କରି ମଙ୍ଗଳ କାମନା କରିବା ପ୍ରତି ପ୍ରେମିକର ଧର୍ମ | ତୁମ ପାଇଁ ଆଜି ପାଗଳ ସାଜିଛି, ସବୁ ବନ୍ଧନରୁ ମୁକ୍ତ ହୋଇଛି | ରହିବି ଅନ୍ତିମ ଯାଏ, କରିଦିଅ ପଛେ ତୁମେ ଦୂର ମୋତେ, ତୁମକୁ ହିଁ ଭଲ ପାଏ |
Ad
Poetry Books 50% Off
Bestselling collections from top poets
Shop Now →
