ଅସହାୟ ଜୀବନ.....
ଅସହାୟ ଜୀବନେ ବାଟୋଇ ମୁଁ ଏକା ସାଥି ମୋର କେହି ନାହିଁ, ଅକୁହା କଥା କୁ ବୁଝିବାକୁ ମୋର ଆପଣାର କେହି ନାହିଁ... (୧) ନିଜର ଭାବିକି ନିଜକୁ ଭୁଲିଲି ପରିବାର ପାଇଁ କଷ୍ଟ କୁ ସହିଲି, ସର୍ବଶେଷ ରେ ମୁଁ ଅମୁଲ୍ୟ ମଣିଷ ଅପରାଧୀ ସଜେଇ ଦେଉଛନ୍ତି ଦୋଷ.... (୨) ପରିବାର ପାଖେ ବଳି ପଡିଗଲା ନିରୀହ ହୃଦୟ ମୋର, ଛଳନା କୁ ନିଜ ସାଥି ମାନିନେଲା ଅବୁଝା ଏ ମନ ମୋର..... (୩) ଦୁଃଖ ର ଜୁଇ ରେ ଆଜି ମୁଁ ଜଳୁଛି ଜିଅନ୍ତା ଶବ ଟେ ହୋଇ, ବଞ୍ଚିବାଟା ଖାଲି ଅଭିନୟ ମୋର କା ପାଶେ ପାରୁନି କହି.... (୪) #ସନ୍ତୋଷ......
Ad
Poetry Books 50% Off
Bestselling collections from top poets
Shop Now →
