ବିଚ୍ଛେଦ
ମନେ ପଡ଼ିଯାଏ ତୁମରି ଚେହେରା, ଗଲାବେଳେ ଦେଇ ଥିଲ ଯେ ଇସାରା | ସ୍ମିତ ହସ ତୁମ ମାପି ସାରିଥିଲି,ତୁମେ ଦୁଖୀ ଥିଲ ମୁଁ ଦୁଖୀ ଥିଲି | ପ୍ରତି ମୁହୂର୍ତ ରେ ମାନେ ପଡୁଅଛ,କୃତଜ୍ଞତା ଜଣାଏ ବନ୍ଧୁତା ପାଇଁ ମୋତେ ବାଛିଛ | ଅପେକ୍ଷା ରେ ରହିଲି ତୁମ ବାଟ ଚାହିଁ,ଡେରି କରିବନି ମୋର ଧର୍ଯ୍ୟ ନାହିଁ |
Ad
Poetry Books 50% Off
Bestselling collections from top poets
Shop Now →
