ସମୟ
ସମୟ ର ମୂଲ୍ୟ ଗାଥା।। ସମୟ ଗଡି ଯାଉଛି, ଭାବିଲେ ଘୁରୁଛି ମଥା।। ମଣିଷ ଜୀବନ ଅଳ୍ପ ଦିନ ର, ଆଜି ଅଛି କାଲି ନାହିଁ।। ନଷ୍ଟ କରନି ଏ ମୂଲ୍ୟ ସମୟ, ଖଲା ଆକାଶ କୁ ଚାହିଁ।। ଯଦି ଜୀବନ ରେ କିଛି କରିବାକୁ ଚାହେଁ। ।। ଶୁଭ ଦିନ ଅପେକ୍ଷା ନ କରି, ଆଜି ହିଁ ଆରମ୍ଭ କର।। ଆଜି ନୁହେଁ କାଲି କରିବି, ଏ ତ ଅଳସୁଆ ର ପରିଚୟ।। ଯାଉ ଥିବା ଦିନ ଆସି ଵନି ଫେରି ପ୍ରାଣ ଯିବ ଦିନେ ଛାଡି।। @~•°•~__ସନ୍ତଷି....
Ad
Poetry Books 50% Off
Bestselling collections from top poets
Shop Now →
