ମନ ଲାଗି ଆକାଶ ✈️
ମନ ଲାଗି ଆକାଶ , ☁️ ସେଥିରେ ଭରି ରହିଛି ଅନେକ ଅସୁମାରି ଇଛା ଓ ସପ୍ନ , କ'ଣ ମୁଁ ତାକୁ ଛୁଇଁ ପାରିବି ତ ? ⭐️ ବାଟରେ ସାଜିଛି ଅନେକ ବାଧା ଓ ବିଘ୍ନ , 🛣 କେତେବେଳେ ବାପା ମାଆଙ୍କ ଚିନ୍ତା ସେ ସପ୍ନ ପୂରଣ କରିପାରିବି ତ , ପୁଣି କେତେବେଳେ ଅର୍ଥ ସାଜିଛି ବାଧକ , 🍁 କ'ଣ ମୁଁ ତାକୁ ଛୁଇଁ ପାରିବି ତ ? ⭐️ ବିବେକ କହୁଛି ହଁ ତୁ ପାରିବୁ କିନ୍ତୁ , 🧠 ମନ କହୁଛି ତୁ କ'ଣ ଛୁଇଁ ପାରିବୁ , 🌙 ଏ ମନ ଲାଗି ଆକାଶ , ☁️ ସତରେ ବିଚିତ୍ର ଏ ଜୀବନ !! ☘️ ଛୁଇଁବାକୁ ଏ ମନ ଲାଗି ଆକାଶ ।। ⭐️
Ad
Poetry Books 50% Off
Bestselling collections from top poets
Shop Now →
