ବିଶ୍ବ ଜନ୍ମ ଦିବସ
ଶ୍ରୀ ରଘୁନାଥ ବଚନ, କୈବଲୟ ଉବାଚ ।। ଆଜି ବିଶ୍ବ ଜନମ ଦିନ ପିଠା ମିଠା ଜଲଦି କିଣି ଆଣ ମଙ୍ଗଳ ବାର ପ୍ରଥମ ମାଣ ବସିବ ଘରେ ଘରେ ବିଧବା ଭତ୍ତା ଲାଗିବ ସୁଭଦ୍ରା ଯୋଯନା ଡନକ ବଜାଉଛି ମା ଭଉଣୀ ସକ୍ଷମ ହୋଇଛି ବରଦାନ ସାଜିବ ବିଶ୍ବ ରଜା ଆନଂଦେ ଖାଇବ ବରଗଡିଆ ଖଜା ତା ପାଇଁ ଝିଅ ଖୋଜା ଚାଲିଛି ହିନ୍ଦୁ ମୁସଲମାନ ଝିଅ ବୁଝିଛି ତାର ଆକଳନ କରି ନ ପାରିଲା ସବୁଜ ରନଗ ର ସେ କାର କଣିଲା ମା ବାପା ଭାଇ ଭଉଣୀ କୁ ଦେଲେ ଆପଣାଈ ମୋ ସୁନା ସଂସାର ବଢାଇ ସୁଖମୟ କଲା ନେଇ ଧନ୍ୟବାଦ ଅର୍ପଣ କରିବା ହେଲି ଶଳା ମୋର ଜନମ ଦିନ ର ଶୁଭେଚ୍ଛା ଦେଲି ଇତି ଡଃ ପୁର୍ନ ଆନଂଦ ଗୌରାନଗ ସାମୀ ନକ ପୋଥିରୁ ଆବୃତ ଶ୍ରୀ ଚୈତନ୍ଯ ଯୁଗ ଆରମ୍ଭ ।।।।
Ad
Poetry Books 50% Off
Bestselling collections from top poets
Shop Now →
