ପ୍ରାଣାମ କେଉଁଠି ରହିଲେ ମିଳେ।
ଦିନେ ହାତ ପାଦକୁ ପଚାରିଲା = ତୋତେ ସମସ୍ତେ "ପ୍ରଣାମ" କରୁଛନ୍ତି ହେଲେ ମୋତେ କେହି ବି "ପ୍ରଣାମ" କରୁନାହାନ୍ତି କ'ଣ ପାଇଁ ?? ପାଦ ସୁନ୍ଦର ଉତ୍ତରଟିଏ ଦେଲା = " ପ୍ରଣାମ" ପାଇବାକୁ ହେଲେ ତଳେ ରହିବାକୁ ପଡ଼ିଥାଏ କିନ୍ତୁ ଉପରେ ନୁହେଁ !! 🤞
Ad
Poetry Books 50% Off
Bestselling collections from top poets
Shop Now →
