ମୋ ରଘୁବତ
କହି ଗଲେ ରଘୁନାଥ , କହି ଜାଣିଲେ କଥା ସୁନ୍ଦର ବାନ୍ଧି ଜାଣିଲେ ମଥା ସୁନ୍ଦର ରହି ପାରିଲେ ଘର ସୁନ୍ଦର, କରି ଜାଣିଲେ ପାରାଦ୍ବୀପ ଏକ ବନ୍ଦର ରଘୁନାଥ ନକ ସୁନ୍ଦର ବଚନ ହୃଦବୋଧ କରିଲେ ମନୋରଞ୍ଜନ ଭାଇ କୁ ଭଗେଇ ଭାଗରେ ହେଲା ମା ବାପା ନକ କିରିଆ କରିଲା ମାଇକିନିଆ ର ଅବୋକରା ସାଜି ଶ୍ବଶୁର ଘର ର ମିଆଦି ଦେଲା ସରିତା ଔଷଧ ରେ ଗୁଣି ମିଶାଇଲା ଶରଧା ଲନକେଶ କୁ ଭାରି ପେଶିଲା ଘର କୁଟୀର ଜେଗା କିଣିଲା ସୁଭଦ୍ରା ଯୋଯନା ଡନକ ବଜାଇଲା ମୋଦୀ କୁ କରାଇଲା ପ୍ରଧାନ ମନତରୀ କେଜେରିବାଲା କୁ ଜେଲ ଦେଲା କୁମାର ଆଉ ଭାଗବତ ପଢେଇଲା ସତକୁ ମିଛ ମିଛ କୁ ସତ ସବୁ କହିଲା ମୋନା କି ଆଶିଆନା ରେ ଦ୍ବୀପ ଜଳିଲା ଦେବାରାଜ ର ମୀରା ସନ୍ତାନ ଦେଲା ବାଇଆ ହୋଇଲା ଭାଉଜ ଆମ ଆଧାର ଲୁଚାଇ ଛାନଚୁଣୀ ମାଇଲା ମୀରା ସହ ତା ନିଇତୀ କଳି ଦେବ ଗୋବିନ୍ଦ ର ପଡିଲା ପାଳି ବିଶ୍ବ କପ୍ ଆରମ୍ଭ ହେବାକୁ ଆହୁରି ବେଳି ।
Ad
Poetry Books 50% Off
Bestselling collections from top poets
Shop Now →
