ସମୟ
ତୁମ ହୃଦୟ ଭାଙ୍ଗି ଦେଲି, କଷ୍ଟ ଦେଲି | ମୁଁ ବି କଉ ଖୁସିରେ ରହିଲି | ମୋ ଭୁଲ,ସମୟର ଏକ ଖେଳ ମନେହୁଏ | ସୁନ୍ଦର ମିଳନକୁ, ଭାଙ୍ଗି ଛାରଖାର କରିଦିଏ | ସତରେ କଣ, ମଣିଷ ସମୟ ହାତରେ | ଖେଳନା ପାଲଟି ଯାଏ | ହେ ସମୟ ନେହୁରା ହେଉଛି, ଦୟା କରିଦେ | ମୋ ପ୍ରେମ ମୋତେ ଫେରାଇ ଦେ ମୋ ପ୍ରେମ ମୋତେ ଫେରାଇ ଦେ | ପୁଣି ଥରେ ନୂଆ କରି ତାଙ୍କ ହୃଦୟରେ ସ୍ଥାନ ଦେ | ନଚେତ ହୋଇ ଯାଇଥିବା ଭୁଲ ପାଇଁ,ମୋତେ ମାରି ଦେ 😭😭😭
Ad
Poetry Books 50% Off
Bestselling collections from top poets
Shop Now →
