ପରିଚିତ ବାସ୍ନା
ଚନ୍ଦନ କାଷ୍ଠରୁ ଆବିର୍ଭୁତା ତୁମେ ଏକ ଅସରନ୍ତି ବାସ୍ନା ତୁମକୁ ଆଘ୍ରାଣ କରିବା କ୍ଷଣି ମୋର ଅନ୍ତଃ ସାର ଶୂନ୍ୟ ଆବିଷ୍କାର କରି ନିଏ ଅନେକ ସମ୍ଭାବନା । ଅନେକ ଆଶା, ଆକାଂକ୍ଷାର ମୃତ୍ୟୁ ପରେ, କାହିଁକି କେଜାଣି ହୃଦୟ ତୁମରି ବାସ୍ନାରେ ଆତ୍ମହରା ହୁଏ, ବାଟ ଭୁଲି ବଣା ହୁଏ, ହେଲେ ଆନନ୍ଦିତ ହୁଏ ପାଇ ତୁମ ସ୍ମୃତିର ମନ୍ଦ ମନ୍ଦ ବାସନାରେ ।
Ad
Poetry Books 50% Off
Bestselling collections from top poets
Shop Now →
