ସେ...🌸
ମୋ ଯାଯାବର ମନ ରେ, ଛୋଟ ଆଶା ଟିଏ ସେ.. ମୋ ଛାଇ ନିଦ ରେ ଚୁପଚାପ୍ ଆସୁ ଥିବା ସ୍ବପ୍ନ ଟିଏ ସେ.. କେତେ ବେଳେ ନିଜ କୁ ସତ ପ୍ରମାଣିତ କରି ବାକୁ; ପ୍ରେମ ର ଅଦାଲତ ବସାଏ.. ତ କେତେ ବେଳେ ଭୁଲ ହେବା କୁ ଯାଇ, ନିଜେ ଦୋଷୀ ହେଇ ଯାଏ.. ମୋ ଭିତରେ ଅହରହ ଭାବନା ଟିଏ ସେ... ବାସ୍; ଖାଲି ସେ... ଖାଲି ସେ... ✍🏽
Ad
Poetry Books 50% Off
Bestselling collections from top poets
Shop Now →
