ପ୍ରଲେପ
ଆରମ୍ଭ ବଚନ କରେ ଆଗମନ କଳିର ବୀଜକୁ ବୁଣି ଦେଇ ଘୃଣା ସୃଷ୍ଟି କରେ, କଣ୍ଟକିତ ପଥେ ଜୀବନ ସମୁଦ୍ର ନ ପାରେ ଡେଇଁ। କଥିତ କଥାର ପୃଷ୍ଠା ଲେଉଟାଇ ସୋରିଷ ଦାନାର ଗୁଣ ବଖାଣି ଜ୍ଞାନରେ ଅଜ୍ଞାନ ବୋଲାଏ ସେ ସମ୍ମାନ ହାନୀର ଭାଗିଦାରୀ ପୁଣି। ଆକ୍ରୋଷ ଜ୍ୱଳନ୍ତା ତପ୍ତ ପିଣ୍ଡକୁ...ଆଖିରେ ସୁପ୍ତ ନିଦ୍ରାରେ କାମୁକ ହୋଇ, ଜହର ର ପୁଣି କ୍ଷୀପ୍ର ଗତି ହୁଏ ଅଚେତ ଅବସ୍ଥା... କହି ନପାରେ ପୁଣି। ଲୋମ ଟାଙ୍କୁରା ଦୃଶ୍ୟକୁ ଦେଖି ହାତ ଗୋଡ କମ୍ପି ଯାଏ, ଅକଥିତ ଭାଷା ଉନ୍ମଦିତ ଆଶା ଦଉଡ଼ିର ଆଶା ଶେଷରେ ଶରୀର.... ମଳିନ ପଡ଼ଇ, ମଶାଣୀ କୁ ଯାଏ।।
Ad
Poetry Books 50% Off
Bestselling collections from top poets
Shop Now →
