କର୍ମର ମହତ୍ଵ
ଅନେକ ଭିତରେ ଏଇତ ଗୋଟିଏ, କଢାଇ ଦିଏ ଯେ ମୁକତିର ବାଟେ l l ଅନେକ ଭିତରେ ଏଇତ ଗୋଟିଏ, ଦେଇଥାଏ ଯିଏ ଅନ୍ତର ଶାନ୍ତି l l ଅନେକ ଭିତରେ ଏଇତ ଗୋଟିଏ, ଦେଇଥାଏ ଯିଏ ଗୁଣର ଆସକ୍ତି l l ଅନେକ ଭିତରେ ଏଇତ ଗୋଟିଏ, ଯୋଗାଇ ଦିଏ ଯେ ବାଟୋଇକୁ ରାସ୍ତା l l ଅନେକ ଭିତରେ ଏଇତ ଗୋଟିଏ, ସଂସାରକୁ ଯିଏ ଆଲୋକ ଦେଖାଇ l l ::ଏଠି କର୍ମର ଦୁଇଟି ପାର୍ଶ୍ଵର ଚୟନ, ମହତ୍ତ୍ୱକୁ ବୁଝାଯାଏ l ~ରାଣୀ y
Ad
Poetry Books 50% Off
Bestselling collections from top poets
Shop Now →
